ଅଶ୍ଲୀଳ ଗୀତ ଗାଇଥିବା ଶଙ୍କରଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଦାବିପତ୍ର ପ୍ରଦାନ

ମାଲକାନଗିରି: ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିସନର ସଭାପତି ନିରଞ୍ଜନ ମଲ୍ଲ।ଭାରତ ଭଳି ଦେଶରେ ଝିଅ ମାନଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଉଛି। ତେବେ … Continue reading ଅଶ୍ଲୀଳ ଗୀତ ଗାଇଥିବା ଶଙ୍କରଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଦାବିପତ୍ର ପ୍ରଦାନ